ପାହାନ୍ତରା ଅନୁକୂଳ Pāhāntarā anukūḻa

  • ଦେ. ବି — ଊଷା ଯାତ୍ରା; ଊଷା କାଳରେ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ଘରୁ ବାହାରିବା; ଜୟ ଯାତ୍ରା — Starting for a certain destination or work from home before dawn (i.e. when the morning star is rising)
  • ଦେ. ବି — [ଦ୍ର—ଜ୍ୟୋତିଷ ମତରେ ଊଷାକାଳରେ ଯାତ୍ରା କରିବା ଶୁଭ]