ପାସୋରିବା Pāsoribā

  • ଦେ. କ୍ରି. (ସକର୍ମକ) — ଭୁଲିବା; ବିସ୍ମୃତ ହେବା — To forget
  • ଦେ. କ୍ରି. (ସକର୍ମକ) — ଈର୍ଷାର କୁହୁକେ ଆହା ପାସୋରି ଏ କଥା। ରାଧାନାଥ—ମହାଯାତ୍ରା।