ପାସୋରା Pāsorā

  • ଦେ. ବି — ପାସୋର (ଦେଖ) — Pāsora (See)
  • ଦେ. ବିଣ. (ସଂ. ବିସ୍ମରଣ) — ବିସ୍ମରଣଶୀଳ — Forgetful
  • ଦେ. ବିଣ. (ସଂ. ବିସ୍ମରଣ) — (ଅନ୍ୟ ଶବ୍ଦ ପରେ ଲାଗେ। ଯଥା—ଦୁଃଖପାସୋରା; ଶୋକପାସୋରା) ଯେ (ଦୁଃଖଆଦିକୁ) ପାସୋରାଇ ଦିଏ — Causing to forget (one's sorrow)
  • ଦେ. ବିଣ. (ସଂ. ବିସ୍ମରଣ) — ପାସୋରିବ ଦେଖି, କହ; କେହୁ ଜନ ଏ ଶୋକ ପାସୋରା ଅପ୍ସରାଭୁବନ। ରାଧାନାଥ, ଚିଲିକା।