ପାସୋରାଇବା Pāsorāibā

  • ଦେ. କ୍ରି — ପାସୋରିବା କ୍ରିୟାର ଣିଜନ୍ତ ରୂପ — Causative of Pāsoribā
  • ଦେ. କ୍ରି — ଭୁଲାଇବା — To cause to forget; to bring about forgetfulness
  • ଦେ. କ୍ରି — ପାସୋରାଇ ମନୁ ନାନା କଦନ ଲସାଇ ପୀଡ଼ୁ ଅଶ୍ରୁ ବରଷାଇ ଗୋ। କବିସୂର୍ଯ୍ୟ, କିଶୋରୀଚମ୍ପୂ ପ ଗୀତ।