ପାଷାଣମୟ Pāshāṇamaya

  • ସଂ. ବିଣ.—(ପାଷାଣ+ପ୍ରାଚୁର୍ଯ୍ୟାର୍ଥେ ମୟ) — ପାଷାଣ ବା ପଥରରେ ପୂର୍ଣ୍ଣ — Full of stone; stony
  • ସଂ. ବିଣ.—(ପାଷାଣ+ପ୍ରାଚୁର୍ଯ୍ୟାର୍ଥେ ମୟ) — ପାଷାଣରେ ନିର୍ମିତ — Made of stone