ପାଷଣ୍ଡତା Pāshaṇḍatā
- ସଂ. ବି—(ପାଷଣ୍ଡ+ଭାବାର୍ଥେ. ତା, ତ୍ୱ) — ଅଧାର୍ମିକତା — Impiety
- ସଂ. ବି—(ପାଷଣ୍ଡ+ଭାବାର୍ଥେ. ତା, ତ୍ୱ) — ଭଣ୍ଡତା — Hypocricy
- ସଂ. ବି—(ପାଷଣ୍ଡ+ଭାବାର୍ଥେ. ତା, ତ୍ୱ) — ଈଶ୍ୱର ନିନ୍ଦା — Blashemy
- ସଂ. ବି—(ପାଷଣ୍ଡ+ଭାବାର୍ଥେ. ତା, ତ୍ୱ) — ନାସ୍ତିକତା — Atheism
- ସଂ. ବି—(ପାଷଣ୍ଡ+ଭାବାର୍ଥେ. ତା, ତ୍ୱ) — ବିରୁଦ୍ଧ ଧର୍ମ; ଧର୍ମାନ୍ତର — Heresy