ପାଶ୍ଚାତ୍ୟ Pāṡchātya
- ସଂ. ବିଣ. (ପଶ୍ଚାତ୍+ଭବ ଅର୍ଥେ. ଯ ବା ତ୍ୟ) — ପଶ୍ଚିମଦିଗସ୍ଥ; ପ୍ରତୀଚୀନ; ପ୍ରାତୀଚ୍ୟ — Western; occidental
- ସଂ. ବିଣ. (ପଶ୍ଚାତ୍+ଭବ ଅର୍ଥେ. ଯ ବା ତ୍ୟ) — ପଶ୍ଚାଦ୍ଦେଶରେ ଅବସ୍ଥିତ; ପଛଆଡ଼େ ଥିବା — Being behind; posterior; hind
- ସଂ. ବିଣ. (ପଶ୍ଚାତ୍+ଭବ ଅର୍ଥେ. ଯ ବା ତ୍ୟ) — ପରେ ଘଟିବା — Subsequent
- ସଂ. ବିଣ. (ପଶ୍ଚାତ୍+ଭବ ଅର୍ଥେ. ଯ ବା ତ୍ୟ) — ପଶ୍ଚାଦାଗତ; ପଛେ ଆସିବା — Coming; after
- ସଂ. ବିଣ. (ପଶ୍ଚାତ୍+ଭବ ଅର୍ଥେ. ଯ ବା ତ୍ୟ) — ପଶ୍ଚିମଦେଶୀୟ — Belonging to the western country or the western Hemisphere
- ସଂ. ବିଣ. (ପଶ୍ଚାତ୍+ଭବ ଅର୍ଥେ. ଯ ବା ତ୍ୟ) — ପଶ୍ଚିମଦେଶାଗତ — Hailing from the west
- ସଂ. ବିଣ. (ପଶ୍ଚାତ୍+ଭବ ଅର୍ଥେ. ଯ ବା ତ୍ୟ) — ଅନ୍ତିମ — Last; ultimate
- ସଂ. ବି — ଇଉରୋପୀୟ ବ୍ୟକ୍ତି — A European
- ସଂ. ବି — ଯବନ — A Mahomedan (coming to India from the west)
- ସଂ. ବି — ପଛଆଡ଼ — The hind part