ପାଶ୍ଚାତ୍ୟ ସଭ୍ୟତା Pāṡchātya sabhyatā

  • ସଂ. ବି — ଯେଉଁ ସଭ୍ୟତା ଭାରତକୁ ପଶ୍ଚିମରୁ ଅର୍ଥାତ୍ ଇଉରୋପରୁ ଆସି ଅଛି — Western civilization introduced in India by the Europeans
  • ସଂ. ବି — ଇଉରୋପ, ଆମେରିକା ଆଦି ଦେଶର ଆଧୁନିକ ସଭ୍ୟତା — Modern civilisation