ପାଶ୍ ବୁକ Pāṡ buk

  • ବୈଦେ. ବି. (ଇଂ) — ଡାକ ଘରେ କିମ୍ବା ବ୍ୟାଙ୍କ୍ ଆଦିରେ ଟଙ୍କା ଜମା କରିଥିବା ଲୋକକୁ ଟଙ୍କା ଜମା କରିବାର ନିଦର୍ଶନ ରୂପେ ମିଳିବା ହିସାବ ବହି — Pass book (of any bank)