ପାଲିଙ୍କି ଚଢ଼ା Pāliṅki chaṟḍ̠ẖā
- ଦେ. କ୍ରି — ପାଲିଙ୍କିରେ ଚଢ଼ି ଯାତାୟାତ କରିବା — To ride on a palki; to use the palki as a conveyance
- ଦେ. ବିଣ — ଯେଉଁ ବିଭାଘରରେ ବିଭା ହେବାପାଇଁ ବର କନ୍ୟାର ଘରକୁ ଓ ବିବାହ ପରେ ବର ଓ କନ୍ୟା ଏକତ୍ର ବରଘରକୁ ପାଲିଙ୍କି ଚଢ଼ି ଆଡ଼ମ୍ବର ସହିତ ଯାଆନ୍ତି — (a marraige) In which the bridegroom is taken in a palki for marriage and returns with the bride in palki and with procession