ପାଲିଙ୍କି ଉପରେ ପାଟଛତା Pāliṅki upare pāṭachhatā
- ଦେ. ବି (ପ୍ରବଚନ) — (ଲକ୍ଷଣାର୍ଥ) ପାଲିଙ୍କିରେ ବସିଥିବା ବ୍ୟକ୍ତି ବିଭବଶାଳୀ ଥିବାର ଅନୁମାନ ସ୍ୱାଭାବିକ। ପୁଣି ପାଲିଙ୍କି ପାଖେ ପାଖେ ଜଣେ ବ୍ୟକ୍ତିର ପାଟର ଛତା ମେଲି ପାଲିଙ୍କି ଉପରକୁ ଧରିଥିଲେ ତାହା ଅଧିକତର ବିଭବର ପରିଚାୟକ ହୁଏ — (fig) The state of one lucky event befalling on an already lucky person