ପାଲା ବଢ଼େଇବା Pālā baṟḍ̠ẖeibā

  • ଦେ. କ୍ରି — ପାଲାର ଅଭିନୟ ସମାପ୍ତି କରିବା — To finish the performance of Pālā
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ଆଡ଼ମ୍ବର ବା ଗୋଳମାଳମୟ କର୍ମର ସମାପ୍ତି କରିବା — (figurative) To end any matter or show or ado