ପାର୍ଷ୍ଣୀ Pārshṇī
- ସଂ. ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି) — ଗୁଳ୍ଫର ଅଧୋଦେଶ; ଗୋଇଠି — Heel
- ସଂ. ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି) — ପୃଷ୍ଠ ଦେଶ; ପଶ୍ଚାଦ୍ଦେଶ — Back side; the back
- ସଂ. ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି) — ସୈନ୍ୟର ପାଶ୍ଚାଦ୍ ଭାଗ — The rear of an army
- ସଂ. ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି) — ପୃଷ୍ଠ ଶତ୍ରୁ — An enemy in one's rear
- ସଂ. ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି) — ଗୋଇଠା — A kick. (Apte)
- ସଂ. ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି) — ଜୟ କରିବା ଇଚ୍ଛା — Desire of conquering. (Apte)
- ସଂ. ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି) — ଅନୁସନ୍ଧାନ; ତଦନ୍ତ — Inquiry. (Apte)
- ସଂ. ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି) — (ସ୍ତ୍ରୀ) ଦୁଶ୍ଚରିତ୍ରା ସ୍ତ୍ରୀ — A licentious woman (Apte.)
- ସଂ. ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି) — (ସ୍ତ୍ରୀ) କୁନ୍ତୀ — An epithet of Kuntī. (Apte)