ପାର୍ଶ୍ୱସ୍ଥ Pārṡwastha

  • ସଂ. ବିଣ—(ପାର୍ଶ୍ୱ+ସ୍ଥା ଧାତୁ+କର୍ତ୍ତୃ. ଅ) — ପାଖରେ ଥିବା — Situated on a side
  • ସଂ. ବିଣ—(ପାର୍ଶ୍ୱ+ସ୍ଥା ଧାତୁ+କର୍ତ୍ତୃ. ଅ) — ପାର୍ଶ୍ୱବର୍ତ୍ତୀ — Adjacent