ପାର୍ଶ୍ୱକ Pārṡwaka
- ସଂ. ବିଣ. ପୁଂ. (ପାର୍ଶ୍ୱ=ଶଠତା+ସ୍ୱାର୍ଥେ କ) — ଅନେକ ପ୍ରକାର କୁଟିଳ ଉପାୟରେ ଧନ ଅର୍ଜନକାରୀ (ହି. ଶ) — Earning money in many questionable ways
- ସଂ. ବିଣ. ପୁଂ. (ପାର୍ଶ୍ୱ=ଶଠତା+ସ୍ୱାର୍ଥେ କ) — କୂଟତା ଦ୍ୱାରା ଯେ ଆପଣାର ବଡ଼ତି କରେ (ହି. ଶ) — Reaping one's advantage by crooked policy