ପାର୍ବତ୍ୟ Pārbatya

  • ସଂ. ବିଣ.—(ପର୍ବତ+ଯ) — ପର୍ବତ ଜାତ — Born of a mountain
  • ସଂ. ବିଣ.—(ପର୍ବତ+ଯ) — ପର୍ବତ ସମ୍ବନ୍ଧୀୟ — Mountainous
  • ସଂ. ବିଣ.—(ପର୍ବତ+ଯ) — ପର୍ବତବାସୀ — Dwelling in the mountain
  • ସଂ. ବିଣ.—(ପର୍ବତ+ଯ) — ପର୍ବତ ସଙ୍କୁଳ — Hilly