ପାର୍ବତେୟ Pārbateya
- ସଂ. ବିଣ. (ପର୍ବତ+ଏୟ) — ପାର୍ବତ୍ୟ (ଦେଖ) — Pārbatya (See)
- ସଂ. ବି. — ସୁର୍ମା — Antimony
- ସଂ. ବି. — ଜିଙ୍ଗିନୀ (ଦେଖ) — Jiṇginī (see)
- ସଂ. ବି. — ଧାତକୀ (ଦେଖ) — 2. Dhātakī (See)
- ସଂ. ବି. — ପାର୍ବତୀୟ ବ୍ୟକ୍ତି — Hillman
- ସଂ. ବି. — ଶକୁନି ପାର୍ବତେୟଗଣ ସଙ୍ଗେ ଧରି, ଭଣଜାର ହୋଇଥିଲେଟି ରକ୍ଷାକାରୀ। କୃଷ୍ଣସିଂହ, ମହାଭାରତ, ଭୀମ।