ପାର୍ଥିବୀ Pārthibī

  • ସଂ. ବି. ସ୍ତ୍ରୀ. (ପୃଥିବୀ+ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ) — ସୀତା — Sītā
  • ସଂ. ବି. ସ୍ତ୍ରୀ. (ପୃଥିବୀ+ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ) — ବେଧା କହିଛି ଦଶମୂର୍ଦ୍ଧା ଅଶୁଭ ସୂଚକ ଲୋଡ଼ ପାର୍ଥିବୀ— ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. ସ୍ତ୍ରୀ. (ପୃଥିବୀ+ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ) — ଲକ୍ଷ୍ମୀ — Goddess Lakshmī (Apte)
  • ସଂ. ବି. ସ୍ତ୍ରୀ. (ପୃଥିବୀ+ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ) — ଉମା; ପାର୍ବତୀ (ହି. ଶ) — Goddess Pārbatī