ପାର୍ଥଳୀ Pārthaḻī

  • ଦେ. ବି. (ନାମ) — ତୋଷାଳୀ (ଦେଖ) — Toshāḻī (See)
  • ଦେ. ବି. (ନାମ) — [ଦ୍ର—ଅନ୍ୟ ନାମ 'ଏକ ପ୍ରସ୍ତର' ବା 'ତୋଷାଳୀ'। ଚନ୍ଦ୍ରଗୁପ୍ତଙ୍କ ରାଜଦୂତ ମେଗାସ୍ଥିନିସ୍ 'ଏକ ପ୍ରସ୍ତର' ବା ତୋଷାଳୀକୁ 'ପାର୍ଥଳୀ' ବୋଲି ଲେଖିଥିଲେ। କୃପାସିନ୍ଧୁ, ଇତିହାସ।]