ପାର୍ଜନ୍ୟାସ୍ତ୍ର Pārjanyāstra
- ସଂ. ବି. (ପର୍ଜନ୍ୟ+ଅ+ଅସ୍ତ୍ର) — ଯୁଦ୍ଧାସ୍ତ୍ରବିଶେଷ — A kind of weapon of offence
- ସଂ. ବି. (ପର୍ଜନ୍ୟ+ଅ+ଅସ୍ତ୍ର) — ଏ ଅନ୍ତରେ ବିନ୍ଧିଲେ କରି ପ୍ରଦକ୍ଷିଣ ମହୀକି ପାର୍ଜନ୍ୟାସ୍ତ୍ର ବୀର ଫାଲଗୁନ। ସେ ଅସ୍ତ୍ର ମହୀ ଭେଦି ଭୀଷ୍ମଙ୍କ ଦକ୍ଷିଣ ପାଶରୁ ଜଳ ଧାରା ଜାତ କଲା ଜାଣ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।
- ସଂ. ବି. (ପର୍ଜନ୍ୟ+ଅ+ଅସ୍ତ୍ର) — [ଦ୍ର—ଏ ଅସ୍ତ୍ରଦ୍ୱାରା ଜଳଧାରାର ଉଦ୍ଗମ ହେଉଥିବାର କଥିତ ହେଉଥିଲା।]