ପାର୍ ଉତାର Pār utār
- ଦେ. ବି. (ସଂ. ପାର ଓ ଉତ୍ତରଣ) — ଲୋକମାନେ ନଦୀଆଦିକୁ ନୌକାଦ୍ୱାରା ପାରି ହୋଇ ଆରକୂଳରେ ନୌକାରୁ ଉତୁରି ଯିବା — Crossing a river and setting foot on the other side
- ଦେ. ବି. (ସଂ. ପାର ଓ ଉତ୍ତରଣ) — କୌଣସି ବିପଦରୁ ପରିତ୍ରାଣ — Deliverance from a danger
- ଦେ. ବି. (ସଂ. ପାର ଓ ଉତ୍ତରଣ) — ମହାମହିମାଙ୍କ ଆଜ୍ଞା ପାର ଉତ୍ତାରହିଁ। ପ୍ରାଚୀ, ବ୍ରହ୍ମନିରୂପଣଗୀତା।
- ଦେ. ବି. (ସଂ. ପାର ଓ ଉତ୍ତରଣ) — ଲୋକଙ୍କୁ ନୌକାଦ୍ୱାରା ନଦୀଆଦି ପାର କରାଇବା କର୍ମ — Act of ferrying people across