ପାରେବତ ଫଳ Pārebata phaḻa
- ସଂ. ବି. — ପିଦୁଡ଼ି ଫଳ — Guava fruit; Ficus Pigeonis
- ସଂ. ବି. — [ଦ୍ର—ଏହା ଉଦ୍ୟାନଜାତ କ୍ଷୁଦ୍ରବୃକ୍ଷ; ମହାପାରେବତ, ସ୍ୱର୍ଣ୍ଣ ପାରେବତ, ସାମ୍ରାଣିଜ, ରକ୍ତ ରୈବତକ, ବୃହତ୍ପାରେବତ ଦ୍ୱୀପଜ ଓ ଦ୍ୱୀପ ଖର୍ଜ୍ଜୁର। ଏହା ବଡ଼ ପିଦୁଡ଼ିର ପର୍ଯ୍ୟାୟ। ବୈଦ୍ୟ ଶାସ୍ତ୍ର ମତରେ ଏହା କ୍ରିମି, ବାୟୁ, ତୃଷ୍ଣା, ଜ୍ୱର, ବିଦାହ, ମୂର୍ଚ୍ଛା, ଭ୍ରମ, ଶ୍ରମ ଓ ଶୋଷ ବିନାଶକ। ଏହାର ପତ୍ରକୁ ଚୋବାଇ ଘଷିଲେ ମୁହଁର ଅରୁଚି ଓ ଦୁର୍ଗନ୍ଧ ନାଶ ହୁଏ।]
- ସଂ. ବି. — ଏକ ପ୍ରକାର ଖଜୁରୀ (ହି. ଶ) — A kind of date