ପାରୁ Pāru

  • ସଂ. ବି.—(ପା ଧାତୁ=ରକ୍ଷା କରିବା+ସଂଜ୍ଞାର୍ଥେ. ରୁ) — ସୂର୍ଯ୍ୟ — The sun
  • ସଂ. ବି.—(ପା ଧାତୁ=ରକ୍ଷା କରିବା+ସଂଜ୍ଞାର୍ଥେ. ରୁ) — ଅଗ୍ନି — Fire
  • ଦେ. ବି — ରସ ଚିପୁଡ଼ା ହେବା ପରେ ବେଲ, ଆମ୍ବ, ତିନ୍ତୁଳି ଓ ପଣସ ଆଦି ଫଳର ତନ୍ତୁମୟ ସିଠା — The rejected fibrous portions of the kernel of mango and some other fruits after the juice is pressed out
  • ଦେ. ବି — (ସଂ. ପାର ଧାତୁ) ଶକ୍ତି; ସାମର୍ଥ୍ୟ — Ability
  • ଦେ. ବି — (ଯଥା—ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲି।)
  • ଦେ. ବି — [ଦ୍ର—ଏ ଅର୍ଥରେ କେବଳ ପର୍ଯ୍ୟନ୍ତ ଶବ୍ଦ ପୂର୍ବରେ ଏହାର ପ୍ରୟୋଗ କରାଯାଏ।]
  • ଦେ. ବିଣ. (ସଂ. ପତ୍ ଧାତୁ) — ଚେପଟା — Flat
  • ଦେ. ବିଣ. (ସଂ. ପତ୍ ଧାତୁ) — (ତୀଖ—ବିପରୀତ)
  • ଦେ. ବିଣ. (ସଂ. ପତ୍ ଧାତୁ) — ନତ — Bent
  • ଦେ. ବିଣ. (ସଂ. ପତ୍ ଧାତୁ) — ନିମ୍ନ; ନୀଚ — Low
  • ଦେ. ବିଣ. (ସଂ. ପତ୍ ଧାତୁ) — (ଯଥା—ଘରର ଚାଳଟା ପାରୁ ହୋଇଅଛି।)
  • ପ୍ରାଦେ. (ଗଞ୍ଜାମ, ତୈ). ବି. — ମହତ୍ତ୍ୱ; ମର୍ଯ୍ୟାଦା — Dignity; respectability