ପାରୀଶ Pārīṡa

  • ସଂ. ବି — ଏକପ୍ରକାର ନାତିବୃହତ୍ ବୃକ୍ଷ — The tulip tree; the Portia tree; Thespesia Populnea
  • ସଂ. ବି — [ଦ୍ର—ଏହା ଜବାଦି ବର୍ଗର ତରୁ। ପତ୍ର ପାନପରି, ପତ୍ରର ଅଗ ଅଶ୍ୱତ୍ଥ ପତ୍ର ପରି ଲମ୍ବା, ଫୁଲ ବଡ଼ ବଡ଼ ଓ ହଳଦିଆ, ବର୍ଷା ଋତୁରେ ଫୁଟେ। ଫଳ ଗର୍ଦ୍ଦଭର ଅଣ୍ଡକୋଷ ତୁଲ୍ୟ। ଗଛର ବକଳକୁ ଚିରିଦେଲେ ହଳଦିଆ ରସ ବାହାରେ। ଏ ଗଛ ଚଟ୍ଟ— ଗ୍ରାମ, ସୁନ୍ଦରବନ ଓ ଦକ୍ଷିଣ ଭାରତର ସମୁଦ୍ର ନିକଟବର୍ତ୍ତୀ ପ୍ରଦେଶରେ ଜନ୍ମେ। ତାଲିମ ନାମ ପରିଶ, ପାରିଶ— ଯୋଗେଶଚନ୍ଦ୍ର।]