ପାରୀନ୍ଦ୍ର Pārīndra

  • ସଂ. ବି. (ପରି=ଅନ୍ୟ ପ୍ରାଣୀ+ଇନ୍ଦ୍ର=ପ୍ରଭୁ, ନିପାତନ) — ମୃଗେନ୍ଦ୍ର; ସିଂହ — Lion
  • ସଂ. ବି. (ପରି=ଅନ୍ୟ ପ୍ରାଣୀ+ଇନ୍ଦ୍ର=ପ୍ରଭୁ, ନିପାତନ) — ଅଜଗର ସର୍ପ — A large snake; boa; boa constricter