ପାରିମୁଖିକ Pārimukhika

  • ସଂ. ବିଣ. ପୁଂ. (ପରିମୁଖ+ଇକ) — ସମ୍ମୁଖରେ ଥିବା — Being before the face (Apte)
  • ସଂ. ବିଣ. ପୁଂ. (ପରିମୁଖ+ଇକ) — ନିକଟରେ ଥିବା — Being near
  • ସଂ. ବିଣ. ପୁଂ. (ପରିମୁଖ+ଇକ) — ଉପସ୍ଥିତ — Present (Apte)