ପାରିମାଣ୍ଡଲ୍ୟ Pārimāṇḍalya

  • ସଂ. ବି. (ପରିମଣ୍ଡଳ+ଯ) — ଅଣୁ ବା ପରମାଣୁର ପରିମାଣ — The measure of an atom or molecule
  • ସଂ. ବି. (ପରିମଣ୍ଡଳ+ଯ) — ସୂର୍ଯ୍ୟକିରଣରେ ଭାସମାନ ରେଣୁ — A moat in the sunbeam (Apte)