ପାରିଭାଷିକ Pāribhāsika

  • ସଂ. ବି (ପରିଭାଷା+ଇକ) — ପରିଭାଷା ସମ୍ବନ୍ଧୀୟ; ଶିଳ୍ପ, ବିଜ୍ଞାନ, ଦର୍ଶନାଦି ବିଶେଷ ବିଶେଷ ଶାସ୍ତ୍ରରେ ବ୍ୟବହୃତ ଓ ବିଶେଷାର୍ଥ ବାଚକ (ଶବ୍ଦ) — Glossarial; coventional; technical (words)
  • ସଂ. ବି (ପରିଭାଷା+ଇକ) — ସାଧାରଣ, ପ୍ରଚଳିତ — Current; Universally received (Apte)