ପାରିଧିଆ Pāridhiā

  • ଦେ. ବି (ସଂ. ପରି=ସର୍ବତୋଭାବରେ+ବ୍ୟାଧ) — ଶିକାରୀ — A hunter; huntsman
  • ଦେ. ବି (ସଂ. ପରି=ସର୍ବତୋଭାବରେ+ବ୍ୟାଧ) — ଯୁବା ପାରିଧିଆ ଯଉବନ କରି କୁମ୍ଭ କରଜ ନାରାଜେ ଚିରି। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ