ପାରିତୋଷିକ Pāritoshika

  • ସଂ. ବିଣ. (ପରିତୋଷ+ଇକ) — ଆନନ୍ଦଜନକ — Pleasing; gratifying (Apte)
  • ସଂ. ବି — ବକ୍ସିସ୍ — Reward; gratuity
  • ସଂ. ବି — ଭେଟି; ଉପଢୌକନ; ଉପହାର — A present
  • ସଂ. ବି — ପୁରସ୍କାର; ପ୍ରାଇଜ୍ — Prize