ପାରିତଣ୍ଡ Pāritaṇḍa

  • ଦେ. ବି. — ନଦୀଘାଟରେ ରାଜ୍ୟର ପ୍ରଜାମାନଙ୍କଠାରୁ ଆଦାୟ କରାଯିବା କର — A cess or tax levied from subjects at a ferry ghat
  • ଦେ. ବି. — ନଦୀ ଓ ହ୍ରଦରେ ନୌକାବାଲାଙ୍କଠାରୁ ରାଜାଙ୍କ ଦ୍ୱାରା ଆଦାୟ ହେଉଥିବା କର — A ferry-rate levied by a king from boatmen
  • ଦେ. ବି. — ଚିଲିକାର ମଛଦିଆ—ପ୍ରଜାଙ୍କଠାରୁ ଜମିଦାର ଯେଉଁ ଟିକସ ବା ରାଜସ୍ୱ ଆଦାୟ କରନ୍ତି — Tax collected from fishermen by the local zamindar in the Chilka lake