ପାରିଣାହ୍ୟ Pāriṇāhya

  • ସଂ. ବି. — ଘରକରଣା ଦ୍ରବ୍ୟମାନ; ଆସବାବ୍ପତ୍ର — Goods and chattels; household articles and furniture
  • ସଂ. ବି. — (ଯଥା—ଖଟ, ପଲଙ୍କ, ବାସନ, ବରତନ, ଶିଳ, ଚକି, ଢିଙ୍କି, ବାକ୍ସ, ସିନ୍ଦୁକ, ପେଡ଼ି, ପେଟରା)