ପାରି ହେବା Pāri hebā
- ଦେ. କ୍ରି. (ସଂ. ପାର) — ନଦୀଆଦି ଅତିକ୍ରମ କରିବା; ପାର ହେବା — To cross to go across or through
- ଦେ. କ୍ରି. (ସଂ. ପାର) — ପାରିହେଲେ ଗ୍ରାହସଂକୁଳ ନଦୀ ଜଳ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି. (ସଂ. ପାର) — ବିପଦରୁ ଉଦ୍ଧାର ପାଇବା — To pass through a danger safely