ପାରାୟଣ Pārāyaṇa
- ସଂ. ବି.—(ପାର=ସମାପ୍ତ+ଅୟନ=ଗମନ) — ସମ୍ପୂର୍ଣ୍ଣତା; ସମାପ୍ତି — End; completion; totality
- ସଂ. ବି.—(ପାର=ସମାପ୍ତ+ଅୟନ=ଗମନ) — ନିର୍ଦ୍ଦିଷ୍ଟ ସମୟରେ କୌଣସି ଗ୍ରନ୍ଥକୁ ସମ୍ପୂର୍ଣ୍ଣ କରି ପାଠ କରିବା; ମୂଳରୁ ଶେଷଯାଏଁ ପାଠ କରିବା — Reading thorough of a book in a fixed time
- ସଂ. ବି.—(ପାର=ସମାପ୍ତ+ଅୟନ=ଗମନ) — ପୁରାଣ ପଢ଼ିବା; ପୁରାଣ ପାଠ — Reading of a Purāṇa
- ସଂ. ବି.—(ପାର=ସମାପ୍ତ+ଅୟନ=ଗମନ) — ଉତ୍କୃଷ୍ଟ ସ୍ଥାନ — Excellent place