ପାରାୟଣିକ Pārāyaṇika

  • ସଂ. ବି. ପୁଂ. (ପାରାୟଣ+ଇକ) — ପୁରାଣାଦି ଆଦ୍ୟୋପ୍ରାନ୍ତ ପାଠ କରିବା ବ୍ୟକ୍ତି — A person who reads a Purāṇa thorough
  • ସଂ. ବି. ପୁଂ. (ପାରାୟଣ+ଇକ) — ଛାତ୍ର (ହି. ଶ) — Student