ପାରାଫିନ୍ Pārāphin

  • ବୈଦେ. ବି— (ଇଂ. ପାରାଫ୍ଫିନ) — କୋଲ୍ତାର୍ ବା ରାଳରୁ ବାହାରିବା ମହମ ପରି ଏକ ପ୍ରକାର ଧଳା ବସ୍ତୁ — Paraffin
  • ବୈଦେ. ବି— (ଇଂ. ପାରାଫ୍ଫିନ) — କେରାସିନ୍ ପରି ଏକପ୍ରକାର ଖଣିଜ ତେଲ — Paraffin oil