ପାରାଞ୍ଜି Pārān̄ji

  • ପ୍ରାଦେ. (ଗଞ୍ଜାମ) ବି. (ତେ. ପାରାଞ୍ଜି) — କୋଠା କାନ୍ଥ ଆଦି ଗଢ଼ିଲା ବେଳେ ରାଜମିସ୍ତ୍ରୀମାନଙ୍କ ବସିବା ପାଇଁ ତିଆରି ହୋଇଥିବା ବାଉଁଶ ବା କାଠର ମଞ୍ଚା — A scaffolding of wood or bamboo on which masons sit while building high walls etc