ପାରା ଛତି Pārā chhati
- ଦେ. ବି. (ସଂ. ପାରାବତ ଓ ସଂ. ଛତ୍ର) — ପାରାମାନେ ଉଡ଼ି କରି ଆସି ବସିଯିବା ନିମିତ୍ତ ପୋତା ହୋଇଥିବା ବାଉଁଶ ଅଗରେ ନିର୍ମିତ ଚତୁଷ୍କୋଣ ମଞ୍ଚ — A square framework of bamboo-laths put at the top of a pole driven to the ground for enabling the pigeons to take rest after a flight; pigeons roost