ପାରସ୍ତ୍ରୈଣେୟ Pārastrai̱ṇeya
- ସଂ. ବି. ପୁଂ. (ପରସ୍ତ୍ରୀ+ଅପତ୍ୟାର୍ଥେ. ଏୟ; ଇନ୍ ଆଗମ; ନିପାତନ) — ପରସ୍ତ୍ରୀ ଜାତ ସନ୍ତାନ; ଜାରଜ ସନ୍ତାନ — The offspring of adultery; bastard
- ସଂ. ବି. ପୁଂ. (ପରସ୍ତ୍ରୀ+ଅପତ୍ୟାର୍ଥେ. ଏୟ; ଇନ୍ ଆଗମ; ନିପାତନ) — କ୍ଷେତ୍ରଜ ସନ୍ତାନ — Child begotton by a person on the wife of another