ପାରମ୍ପରୀଣ Pārmparīṇa

  • ସଂ. ବିଣ (ପରମ୍ପରା+ଈନ) — ପରମ୍ପରାଗତ — Traditional
  • ସଂ. ବିଣ (ପରମ୍ପରା+ଈନ) — କ୍ରମିକ — Successive
  • ସଂ. ବିଣ (ପରମ୍ପରା+ଈନ) — ବଂଶଗତ — Hereditary