ପାରଦ ଜାରଣ Pārada jāraṇa

  • ସଂ. ବି.—( 6 ଷ୍ଠୀ ତତ୍; ପାରଦ+ଜାରଣ) — (ବୈଦ୍ୟକ) ପାରାମାରିବା; ପାରାକୁ ଭସ୍ମ କରିବା — Oxidisation of mercury