ପାରତନ୍ତ୍ରିକ Pāratantrika

  • ସଂ. ବିଣ—(ପରତନ୍ତ୍ର+ସମ୍ବନ୍ଧେ. ଇକ) — ପରାଧୀନ — Dependent
  • ସଂ. ବିଣ—(ପରତନ୍ତ୍ର+ସମ୍ବନ୍ଧେ. ଇକ) — ପରତନ୍ତ୍ର — Subservient
  • ସଂ. ବିଣ—(ପରତନ୍ତ୍ର+ସମ୍ବନ୍ଧେ. ଇକ) — ଅନ୍ୟ ବ୍ୟକ୍ତିର ଧର୍ମ ଶାସ୍ତ୍ରରେ ଉପଦିଷ୍ଟ — Enjoined by the religious treatise of another. (Apte)