ପାରଣା Pāraṇā
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — ବ୍ରତ ବା ଉପବାସ ପରେ ପ୍ରଥମ ଭୋଜନ; ଭୋଜନ ଦ୍ୱାରା ଉପବାସର ଉଦ୍ୟାପନ; ପାଳନା — Breaking of a religious fast; the first meal after a fast, a breaking fast
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — [ଦ୍ର—ରୋହିଣୀ ବ୍ରତ ଭିନ୍ନ ଅନ୍ୟ ସମସ୍ତ ବ୍ରତରେ ଦିବାଭାଗରେ ପାରଣା କର୍ତ୍ତବ୍ୟ। ]
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — ବଞ୍ଚିତ ତୁମ୍ଭର ଶୃଳରିପୁ ରକ୍ତ ସ୍ୱାଦୁଁ ବହୁ ଦିନ ଦିଅ ତାଙ୍କୁ ଶୋଣିତ ପାରଣା। ରାଧାନାଥ, ମହାଯାତ୍ରା।
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — ବ୍ରତର ସମାପ୍ତି — Formal conclusion of a fast
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — (ପୃ ଧାତୁ=ପୂର୍ଣ୍ଣ ହେବା+ଣିଚ୍=ପାରି ଧାତୁ=ପୂର୍ଣ୍ଣ କରିବା+ଭାବ. ଅନ+ଆ)—ତୃପ୍ତି — Satiety; satisfaction
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — (+କର୍ତ୍ତୃ. ଅନ) ମେଘ — Cloud
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — କାର୍ଯ୍ୟ ସମାପନ — Accomplishment (Apte)
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — ସମାପ୍ତି (ହି. ଶ.) — Completion
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — ସମଗ୍ର ଲେଖର ପଠନ — Reading through; perusal (Apte)
- ସଂ. ବି. (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ) — ଭୋଜନ — Eating (Apte)