ପାରଗ Pāraga

  • ସଂ. ବିଣ. ପୁଂ. (ପାର=ଅନ୍ୟ ତୀର+ଗମ ଧାତୁ+କର୍ତ୍ତୃ. ଅ.) — କୃତକାର୍ଯ୍ୟ — Successful
  • ସଂ. ବିଣ. ପୁଂ. (ପାର=ଅନ୍ୟ ତୀର+ଗମ ଧାତୁ+କର୍ତ୍ତୃ. ଅ.) — ଯେ ନଦୀ ଆଦିକୁ ପାର ହୋଇଅଛି; ପାରଗାମୀ — One who has crossed
  • ସଂ. ବିଣ. ପୁଂ. (ପାର=ଅନ୍ୟ ତୀର+ଗମ ଧାତୁ+କର୍ତ୍ତୃ. ଅ.) — ନିପୁଣ; ସମର୍ଥ; ପଟୁ — Competent; skilful
  • ସଂ. ବିଣ. ପୁଂ. (ପାର=ଅନ୍ୟ ତୀର+ଗମ ଧାତୁ+କର୍ତ୍ତୃ. ଅ.) — ଯୋଗ୍ୟ — Capable; able
  • ସଂ. ବିଣ. ପୁଂ. (ପାର=ଅନ୍ୟ ତୀର+ଗମ ଧାତୁ+କର୍ତ୍ତୃ. ଅ.) — ଯେ କୌଣସି ବିଷୟର ଶେଷ ସୀମାକୁ ଯାଇଥାଏ — Having gone to the utmost limit; accomplished
  • ସଂ. ବିଣ. ପୁଂ. (ପାର=ଅନ୍ୟ ତୀର+ଗମ ଧାତୁ+କର୍ତ୍ତୃ. ଅ.) — କୈଣସି ବିଷୟରେ ଉତ୍ତମ ରୂପେ ପଣ୍ଡିତ — One who has thoroughly mastered anything. thoroughly versed in or conversant with
  • ସଂ. ବିଣ. ପୁଂ. (ପାର=ଅନ୍ୟ ତୀର+ଗମ ଧାତୁ+କର୍ତ୍ତୃ. ଅ.) — ଯେ ଅନ୍ୟ ଲୋକକୁ ନଦ୍ୟାଦିର ଅପର ପାରକୁ ନିଏ — Ferrying across
  • ସଂ. ବିଣ. ପୁଂ. (ପାର=ଅନ୍ୟ ତୀର+ଗମ ଧାତୁ+କର୍ତ୍ତୃ. ଅ.) — ଅତି ବିଦ୍ୱାନ — Very learned (Apte)