ପାରଗତ Pāragata
- ସଂ. ବିଣ. ପୁଂ ( 6 ଷ୍ଠୀ ତତ୍; ପାର+ଗତ) — ନଦୀକୁ ପାର ହୋଇଥିବା; ଉତ୍ତୀର୍ଣ୍ଣ — Having crossed a river
- ସଂ. ବିଣ. ପୁଂ ( 6 ଷ୍ଠୀ ତତ୍; ପାର+ଗତ) — ପାରଗ (ଦେଖ) — Pāraga (See)
- ସଂ. ବିଣ. ପୁଂ ( 6 ଷ୍ଠୀ ତତ୍; ପାର+ଗତ) — ପବିତ୍ର — Pure; sacred
- ସଂ. ବି — ଜିନ — A Jaina saint
- ଦେ. ବିଣ — ତାଲିମ ହୋଇଥିବା — Trained