ପାରକା ପଣ Pārakā paṇa

  • ଦେ. ବି. (ସଂ. ପାରକ) — ଚତୁରତା — Cleverness
  • ଦେ. ବି. (ସଂ. ପାରକ) — ଶଠତା; ଧୂର୍ତ୍ତତା — Slyness; artfulness