ପାର ହେବା Pāra hebā
- ଦେ. କ୍ରି — ପାରି ହେବା; ତରିବା; ନଦୀର ଏ ପାରିରୁ ସେ ପାରିକୁ ଯିବା — To cross a river
- ଦେ. କ୍ରି — (ବିପଦରୁ) ଉତ୍ତୀର୍ଣ୍ଣ ହେବା — To escape unhurt (from danger)
- ଦେ. କ୍ରି — (ବିବାହ ଯୋଗ୍ୟା କନ୍ୟା) ବିବାହିତା ହେବା — (a marriageable girl) To be given in marriage
- ଦେ. କ୍ରି — ବିଷମୟ ଫଳରେ ପରିଣତ ନ ହେବା — Not to result in any bad result