ପାର ପାଇବା Pāra pāibā

  • ଦେ. କ୍ରି — ପରିତ୍ରାଣ ପାଇବା; ଉଦ୍ଧାର ପାଇବା — To be delivered
  • ଦେ. କ୍ରି — ନିରାପଦରେ ଲଙ୍ଘନ କରିବା; ତରିବା — To cross safely
  • ଦେ. କ୍ରି — ବିପଦକୁ ଲଙ୍ଘିବା — To overcome a calamity