ପାର ଦଣ୍ଡକ Pāra daṇḍaka

  • ସଂ. ବି—(ପାର+ଦଣ୍ଡକା+ଅ) — ଦଣ୍ଡକାରଣ୍ୟର ଦକ୍ଷିଣ ଦିଗସ୍ଥ ଭୂଭାଗ; ଗୋଦାବରୀର ଦକ୍ଷିଣସ୍ଥ ଦେଶ ବିଶେଷ — Country beyond the Daṇḍakāforest
  • ସଂ. ବି—(ପାର+ଦଣ୍ଡକା+ଅ) — [ଦ୍ର—ଏହା ପ୍ରାଚୀନ ଉତ୍କଳର ଅଂଶ ଥିଲା।]