ପାର ଉତ୍ତାର ହେବା Pāra uttāra hebā

  • ଦେ. କ୍ରି. — ନଦୀ ଆଦି ପାର ହେବା; ଉତ୍ତୀର୍ଣ୍ଣ ହେବା — To cross a river
  • ଦେ. କ୍ରି. — ବିପଦରୁ ଉତ୍ତୀର୍ଣ୍ଣ ହେବା — To come out of a calamity safely